Jump to content

କୃପାଣପାଣି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପାଣପାଣି
ଉଚ୍ଚାରଣ: Kṛupāṇapāṇi

ସଂ. ବିଣ. (ବହୁବ୍ରାହୀ; କୃପାଣ+ପାଣି) —

ହାତରେ ଖଣ୍ଡା ଧରିଥିବା; ଖଡ଼୍ଗହସ୍ତ — With sword in hand; armed with a sword.