Jump to content

କୃପାଦୃଷ୍ଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପାଦୃଷ୍ଟି
ଉଚ୍ଚାରଣ: Kṛupādṛushṭi

ସଂ. ବି. (ମଧ୍ୟପଦଲୋପୀ; କୃପା+ଦୃଷ୍ଟି) —

ଦୟାଦୃଷ୍ଟି; ଦୟାପୂର୍ଣ୍ଣ ଦୃଷ୍ଟି —A kind look; a look of kindless or favour.