Jump to content

କୃପାପାତ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପାପାତ୍ର
ଉଚ୍ଚାରଣ: Kṛupāpātra

ସଂ. ବି. (୬: ଷ୍ଠୀ ତତ୍; କୃପା+ପାତ୍ର) —

ଦୟାର ଯୋଗ୍ୟ ବ୍ୟକ୍ତି — Object of mercy or pity.

ଯେବେ କୃଷ୍ଣ ମୁଁ ତୁମ୍ଭ ଅଟେ କୃପାପାତ୍ର କୃଷ୍ଣସିଂହ ମହାଭାରତ. ଉଦ୍ଯୋଗ