କୃପାସିଦ୍ଧା
ଦେଖଣା
କୃପାସିଦ୍ଧା —
ଉଚ୍ଚାରଣ: Kṛupāsidhhā
ଦେ. ବି. (ନାମ) (ସଂ. କୃପାସିଦ୍ଧ; ସରସ୍ବତୀଙ୍କ କୃପାଦ୍ବାରା ସିଦ୍ଧ) —
ସିଦ୍ଧ କବି ବଳରାମ ଦାସ (ଓଡ଼ିଆ ରାମାୟଣ ଲେଖକ) —The famous poet Baḻarāma dāsa (the composer of Oria Rāmāyaṇa.)
କହିଲେ କାବ୍ୟ ଯେ କାଳିଦାସେ. ଚମ୍ଫୁ ରଚନା ଭୋଜ ନରେଶେ, କୃପାସିଦ୍ଧାଏ ଗୀତ ପ୍ରକାଶେ ଛାଡ଼ିଲେ ଚିନ୍ତ ଯେ ଭଞ୍ଜ ବୈଦେହୀଶବିଳାସ