Jump to content

କୃପାସିନ୍ଧୁ ଦାସ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପାସିନ୍ଧୁ ଦାସ
ଉଚ୍ଚାରଣ: Kṛupāsindhu dāsa

ଦେ. ବି (ନାମ) —

ପ୍ରସିଦ୍ଧ ଉତ୍କଳୀୟ କବିବିଶେଷ — A famous Oria poet.

[ଦ୍ର—ଏ ଜାତିରେ କରଣ ଥିଲେ ଉତ୍କଳର ରାଜା ବୀରକିଶୋର ଦେବଙ୍କ ସମୟରେ (୧୭୪୬—୧୭୭୬: ) ଏ ପୁରୀରେ ବାସ କରୁଥିଲେ ବ୍ରଜବିହାର ବଳଭଦ୍ର ଭଜନାଆଦି ପାଞ୍ଚଖଣ୍ଡ ପୁସ୍ତକ ଏ ଲେଖିଥିଲେ ତାରିଣୀଚରଣ. ଉତ୍କଳସାହିତ୍ୟର ଇତିହାସ]