Jump to content

କୃପୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃପୀ
ଉଚ୍ଚାରଣ: Kṛupī

ସଂ. ବି. ସ୍ତ୍ରୀ —

(ମହାଭାରତ) କୃପାଚାର୍ୟ୍ୟଙ୍କ ଜାଆଁଳା ଭଉଣୀ; ଦ୍ରୋଣଙ୍କର ସ୍ତ୍ରୀ —(Mahābhārata) The sister of Kṛupāchāraj̄ya and wife of Droṇa.

ତହିଁରେ ଜାତ ହେଲେ କୃପ କୃପୀ ଜାଣ କୃଷ୍ଣସିଂହ. ମହାଭାରତ. ଆଦି