Jump to content

କୃମିକର୍ଣ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃମିକର୍ଣ୍ଣ
ଉଚ୍ଚାରଣ: Kṛumikarṇṇa

ସଂ. ବି. (ପରନିପାତ; କର୍ଣ୍ଣ+କୃମି) —

୧: କାନରେ ପୋକ କାଟିବା ରୋଗ — ୧. A disease of the ear; worms or lice in the ear.

୨: କାନରେ ଜନ୍ମିବା ପୋକ —୨. Worms or lice generated in the external ear.