Jump to content

କୃମିଦନ୍ତକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃମିଦନ୍ତକ
ଉଚ୍ଚାରଣ: Kṛumidantaka

ସଂ. ବି. (କୃମି+ଦନ୍ତ+କ) —

ଦାନ୍ତ ପୋକ କାଟିବା ରୋଗ; ଦାନ୍ତ ବିନ୍ଧା ରୋଗ — Tooth-ache with decay of the teeth.