Jump to content

କୃମିବର୍ଦ୍ଧକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃମିବର୍ଦ୍ଧକ
ଉଚ୍ଚାରଣ: Kṛumibarddhaka

ସଂ. ବିଣ. (କୃମି+ବର୍ଦ୍ଧକ) —

ଯେଉଁ ଖାଦ୍ୟ ଦ୍ବାରା ପେଟରେ କୃମି ବେଶି ହୁଅନ୍ତି —(food) Which increases worms in the belly.