Jump to content

କୃର୍ତ୍ତି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃର୍ତ୍ତି
ଉଚ୍ଚାରଣ: Kṛutti

ସଂ. ବି. ସ୍ତ୍ରୀ—(କୃତ ଧାତୁ+କର୍ମ. ତି) —

୧: ମୃଗାଦିର ଚର୍ମ; ଛାଲ —୧. Skin or hide of an antelope or other beast.

୨: ଭୂର୍ଜପତ୍ର — ୨. The bark of the birch tree used for paper.

୩: କୃର୍ତ୍ତିକା (ଦେଖ) ୩. Kṛuttikā (See)