Jump to content

କୃର୍ତ୍ତିକାତନଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃର୍ତ୍ତିକାତନୟ
ଉଚ୍ଚାରଣ: Kṛuttikātanaya

ସଂ. ବିଂ. ଫୁ. (୬: ଷ୍ଠୀ ତତ୍, କୃର୍ତ୍ତିକା+ତନୟ) —

କାର୍ତ୍ତିକେୟ —God Kārttikeya.

[ଦ୍ର—କାର୍ତ୍ତିକେୟ ପ୍ରକୃତିରେ କୃର୍ତ୍ତିକାମାନଙ୍କଠାରୁ ଜନ୍ମଗ୍ରହଣ କରି ନ ଥିଲେ ଶିବଙ୍କ ରେତଃ ଶରବଣରେ ନିକ୍ଷପ୍ତ ହୋଇ କୁମାର ରୂପ ଧାରଣ କରିବାରୁ କୃର୍ତ୍ତିକାମାନେ ତାଙ୍କୁ ସ୍ତନ୍ୟପାନ କରାଇ ଥିଲେ]