କୃଶ
ଦେଖଣା
କୃଶ (ଧାତୁ) —
ଉଚ୍ଚାରଣ: Kṛuṡa (root)
ସଂ —
୧: ଦୁର୍ବଳ ହେବା — ୧. To be weak or lean.
୨: (ଚନ୍ଦ୍ର ପରି) କ୍ରମେ କ୍ଷୟ ହେବା — ୨. To wane.
୩: ଦୁର୍ବଳ କରିବା — ୩. To emaciate; to weaken.
୪: ସୂଷ୍ମ ବା ସରୁଆ କରିଦେବା — ୪. To reduce; to attanuate.
୫: କମାଇବା —୫. To lessen; to diminish.