Jump to content

କୃଶମଧ୍ଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଶମଧ୍ୟ
ଉଚ୍ଚାରଣ: Kṛuṡamadhya
(କୃଶମଧ୍ୟା—ସ୍ତ୍ରୀ)

ସଂ. ବିଣ. ପୁଂ. (ବହୁବ୍ରୀହି; କୃଶ+ମଧ୍ୟ) —

ୟାହା ଦେହର ମଝି ଅଂଶ ସରୁ —Slender-waisted.