Jump to content

କୃଶା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଶା
ଉଚ୍ଚାରଣ: Kṛuṡā

ଦେ. (ପଦ୍ୟ) ବିଣ. (ସଂ. କୃଶ) —

୧: କ୍ଷୀଣ —୧. Weak.

୨: ବିନିଷ୍ଟ; ଲୁପ୍ତ —୨. Destroyed.

ଗିରିଧରଙ୍କ ଧ୍ଵଚି ଥିଲା କି ହୋଇଲା ଅତି କୃଶାରେ—କବିସୂର୍ଯ୍ୟ. ସଙ୍ଗୀତ

ସଂ. ବିଣ. ସ୍ତ୍ରୀ —

କୃଶର ସ୍ତ୍ରୀଲିଙ୍ଗ —Feminine of Kṛuṡa.