କୃଶାଙ୍ଗ
ଦେଖଣା
କୃଶାଙ୍ଗ —
ଉଚ୍ଚାରଣ: Kṛuṡāṅga
(କୃଶାଙ୍ଗୀ—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କୃଶ+ଅଙ୍ଗ) —
କ୍ଷୀଣକାୟ — Lean; thin-bodied.
ତୃଷା ମୋହର ହର କୃଶାଙ୍ଗୀବର ରେ—କବିସୂର୍ଯ୍ୟ. ସଙ୍ଗୀତ
ସଂ. ବି —
ଶିବ —God Ṡiba.
କୃଶାଙ୍ଗ —
ଉଚ୍ଚାରଣ: Kṛuṡāṅga
(କୃଶାଙ୍ଗୀ—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କୃଶ+ଅଙ୍ଗ) —
କ୍ଷୀଣକାୟ — Lean; thin-bodied.
ତୃଷା ମୋହର ହର କୃଶାଙ୍ଗୀବର ରେ—କବିସୂର୍ଯ୍ୟ. ସଙ୍ଗୀତ
ସଂ. ବି —
ଶିବ —God Ṡiba.