Jump to content

କୃଶାଶ୍ବ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଶାଶ୍ବ
ଉଚ୍ଚାରଣ: Kṛuṡāṡwa

ସଂ. ବି. (ନାମ) —

ମୁନିବିଶେଷ; ବିଶ୍ବାମିତ୍ରଙ୍କ ଗୁରୁ — The name of a sage; preceptor of Biṡwāmitra.

ଭାରତ ହିତ କାମେ ଚାରି ମହାତପା ବଶିଷ୍ଠ, କୃଶାଶ୍ବ ଶିଷ୍ୟ, ପରାଶର, ଭୃଗୁ—ରାଧାନାଥ. ମହାୟାତ୍ରା