କୃଷ
ଦେଖଣା
କୃଷ (ଧାତୁ) —
ଉଚ୍ଚାରଣ: Kṛusha (root)
ସଂ —
୧: ହଳ କରିବା; ଚାଷ କରିବା — ୧. To plough; to cultivate
୨: ଝିଙ୍କିବା; ଓଟାରିବା; ଟାଣିବା — ୨. To draw; to drag; to pull.
୩: ଆପଣା ଆଡ଼କୁ ଟାଣିବା — ୩. To attract.
୪: ସେନା ଚାଳନା କରିବା — ୪. To lead or conduct an army.
୫: ଧନୁକୁ ଲୁଆଁଇବା — ୫. To bend an arrow.
୬: ପରାସ୍ତ କରିବା; ଜୟ କରିବା; ବଶୀଭୂତ କରିବା — ୬. To subdue; to vanquish; to overpower.
୭: କଷ୍ଟ ଦେବା — ୭. To torture; to torment.
୮: ନିଷ୍କାସନ କରିବା — ୮. To draw out; to extract.
୯: ପାଇବା —୯. To obtain.