କୃଷକ
ଦେଖଣା
କୃଷକ —
ଉଚ୍ଚାରଣ: Kṛushaka
ସଂ. ବି. ପୁଂ. (କୃଷ ଧାତୁ=ଚାଷ କରିବା+କର୍ତ୍ତୃ. ଅକ) —
୧: ହଳୁଆ —୧. Ploughman; tiller.
୨: ଚାଷୀ; ଚଷା —୨. Cultivator; farmer.
୩: ଲଙ୍ଗଳଲୁହା —୩. Ploughshare.
୪: ବଳଦ —୪. Bullock; ox.
ସଂ. ବିଣ —
୧: କର୍ଷଣକାରୀ; ହଳୁଆ — ୧. Cultivating; tilling.
[ଦ୍ର—ଏହାର ଅନ୍ୟରୂପ କଷକ ବ୍ୟାକରଣ ସୁତ୍ର ଅନୁସାରେ 'କର୍ଷକ' ଶବ୍ଦ ସିଦ୍ଧ ହେଲେହେଁ ସଂସ୍କୃତ ଭାଷାରେ କୃଷକ ଶବ୍ଦ ବ୍ୟବହାରସିଦ୍ଧ]
୨: ଆକର୍ଷଣକାରୀ —୨. Drawing; attracting.