Jump to content

କୃଷାଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷାଣ
ଉଚ୍ଚାରଣ: Kṛushāṇa

ସଂ. ବି. (କୃଷ୍ ଧାତୁ+କର୍ତ୍ତୃ. ଅନ) —

୧: କୃଷକ; ଚଷା — ୧. Cultivator; husbandman.

ଡିଅନ୍ତି କୃଷାଣେ ଯେ ନାଚନ୍ତି ଗଳଗାଜି ସାରଳା. ମହାଭାରତ. ଉଦ୍ଗୋଗ

୨: (+ ଭାବ. ଅନ) କର୍ଷଣ; ହଳ କରିବା — ୨. Ploughing (M.W.)