Jump to content

କୃଷିବଳ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷିବଳ
ଉଚ୍ଚାରଣ: Kṛushībaḻa

ସଂ. ବି. (କୃଷି+ବଳ; ନିପାତନ) —

କୃଷକ; ଚଷା — Husbandman; a cultivator of the soil.

କାହି ଧାନ ଅମଳ କରଇ କୃଷୀବଳ ଖଳାରେ ବେଙ୍ଗଳା ପକାଇ ମଧୂସୂଦନ ନଦୀପ୍ରତି