Jump to content

କୃଷ୍ଟ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଟ
ଉଚ୍ଚାରଣ: Kṛushṭa

ସଂ. ବିଣ. (କୃଷ ଧାତୁ+କର୍ମ. ତ) —

୧: ଚାଷ କରାଯାଇଥିବା; କର୍ଷିତ — ୧. Ploughed up; tilled; cultivated.

୨: ଆକୃଷ୍ଟ —୨. Drawn; attracted.

୩: ଝିଙ୍କା ହୋଇଥିବା —୩. Pulled; dragged.

ସଂ. ବି. —

ଚାଷ ହୋଇଥିବା ଜମି; ବିଲ — Cultivated sround.