Jump to content

କୃଷ୍ଣକର୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣକର୍ମା
ଉଚ୍ଚାରଣ: Kṛushṇakarmā

ସଂ. ବିଣ. ପୁଂ.—(ବହୁବ୍ରୀହି; କୃଷ୍ଣ+କର୍ମନ୍ ୧: ମା. ୧: ବ.) —

୧: ପାପୀ —୧. Sinful.

୨: ମନ୍ଦକର୍ମକାରୀ —୨. Doing bad deeds.

୩: ଖଳ —୩. Wicked.