କୃଷ୍ଣକାୟ
ଦେଖଣା
(କୃଷ୍ଣକାଯରୁ ଲେଉଟି ଆସିଛି)
କୃଷ୍ଣକାୟ —
ଉଚ୍ଚାରଣ: Kṛushṇakāya
(କୃଷ୍ଣକାୟା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କୃଷ୍ଣ+କାୟ) —
ୟାହା ଦେହର ବର୍ଣ୍ଣ କଳା — Of dark or black complexion.
କୃଷ୍ଣକାୟ —
ଉଚ୍ଚାରଣ: Kṛushṇakāya
(କୃଷ୍ଣକାୟା—ସ୍ତ୍ରୀ)
ସଂ. ବିଣ. ପୁଂ. (ବହୁବ୍ରୀହି; କୃଷ୍ଣ+କାୟ) —
ୟାହା ଦେହର ବର୍ଣ୍ଣ କଳା — Of dark or black complexion.