କୃଷ୍ଣକେଳି
ଦେଖଣା
କୃଷ୍ଣକେଳି —
ଉଚ୍ଚାରଣ: Kṛushṇakeḻi
ସଂ. ବି. (ଅନ୍ୟ ସଂ. ନାମ; ସନ୍ଧ୍ୟାମଣି) —
ଏକ ଜାତୀୟ ଫୁଲ ଗୁଲ୍ମ; ରଙ୍ଗଣୀ ଫୁଲଗଛ — Mirabiles jalapa; Marvel of peru.
[ଦ୍ର—ଧଳା, ନାଲି ଓ ହଳଦିଆ ଏହିପରି ତିନି ଜାତିର ଫୁଲ ଧରେ ଫୁଲ ଈଷତ୍ ସୁଗନ୍ଧଯୁକ୍ତ ଫୁଲ ସନ୍ଧ୍ୟାବେଳେ ଫୁଟେ]