Jump to content

କୃଷ୍ଣଦ୍ବୀପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣଦ୍ବୀପ
ଉଚ୍ଚାରଣ: Kṛushṇadwīpa

ସଂ. ବି. (ନାମ) —

ଗଙ୍ଗାନଦୀ ଗର୍ଭସ୍ଥ ଦ୍ବୀପବିଶେଷ — Name of an island in the Ganges.

[ଦ୍ର—ଏହିଠାରେ ପରାଶରଙ୍କ ଔରସରେ ସତ୍ୟବତୀ ବ୍ୟାସ- ଦେବଙ୍କୁ ଜନ୍ମ କରିଥିଲେ]