Jump to content

କୃଷ୍ଣପ୍ରିଯା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣପ୍ରିୟା
ଉଚ୍ଚାରଣ: Kṛushṇapriyā

ସଂ. ବି. ସ୍ତ୍ରୀ. (୬: ଷ୍ଠୀ ତତ୍; କୃଷ୍ଣ+ପ୍ରିୟା) —

ରାଧିକା — Rādhikā.

ଦେ. ବି. ସ୍ତ୍ରୀ —

ସ୍ତ୍ରୀଲୋକଙ୍କ ନାମ — Name given to females.