କୃଷ୍ଣବର୍ଣ୍ଣ
ଦେଖଣା
କୃଷ୍ଣବର୍ଣ୍ଣ —
ଉଚ୍ଚାରଣ: Kṛushṇabarṇṇa
(କୃଷ୍ଣବର୍ଣ୍ଣା—ସ୍ତ୍ରୀ)
ସଂ. ବି. (କର୍ମଧା; କୃଷ୍ଣ+ବର୍ଣ୍ଣ) —
କଳାରଙ୍ଗ — The black colour.
ସଂ. ବିଣ. (ବହୁବ୍ରିହୀ) —
ୟାହାର ବର୍ଣ୍ଣ କଳା — Of black colour.
କୃଷ୍ଣବର୍ଣ୍ଣ —
ଉଚ୍ଚାରଣ: Kṛushṇabarṇṇa
(କୃଷ୍ଣବର୍ଣ୍ଣା—ସ୍ତ୍ରୀ)
ସଂ. ବି. (କର୍ମଧା; କୃଷ୍ଣ+ବର୍ଣ୍ଣ) —
କଳାରଙ୍ଗ — The black colour.
ସଂ. ବିଣ. (ବହୁବ୍ରିହୀ) —
ୟାହାର ବର୍ଣ୍ଣ କଳା — Of black colour.