କୃଷ୍ଣବର୍ତ୍ମା
ଦେଖଣା
କୃଷ୍ଣବର୍ତ୍ମା —
ଉଚ୍ଚାରଣ: Kṛushṇabartmā
ସଂ. ବି. (ବହୁବ୍ରୀହି; କୃଷ୍ଣ+ବର୍ତ୍ମନ୍; ଅଗ୍ନି ଯେଉଁ ବାଟେ ୟାଆନ୍ତି ସେ ପୋଡ଼ି ହୋଇ କଳା ପଡ଼ିଯିବାରୁ) —
୧: ଅଗ୍ନି —୧. Fire.
୨: ରାହୁ —୨. A name if the ascending Node.
୩: ଧଳାଚିତା ଗୁଳ୍ମ —୩. Plumbags Leylanies. (plant M.W.)
୪: ଦୁରାଚାର ବ୍ୟକ୍ତି —୪. A profligate.
ସଂ. ବିଣ —
ଦୁରାଚାର; ଦୁଶ୍ଚରିତ୍ର — Oppressive; of evil ways; wicked.