ଶବ୍ଦାର୍ଥ:
କୃଷ୍ଣଲବଣ — ଉଚ୍ଚାରଣ: Kṛushṇalabaṇa
ସଂ. ବି (କର୍ମଧା; କୃଷ୍ଣ=କଳା+ଲବଣ) —
କଳାଲୁଣ; ବିଟଲୁଣ —Black slt.