Jump to content

କୃଷ୍ଣଲୀଳା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣଲୀଳା
ଉଚ୍ଚାରଣ: Kṛushṇalīḻā

ସଂ. ବି. (୬: ଷ୍ଠୀ ତତ୍; କୃଷ୍ଣ+ଲାଳା) —

୧: ବିଷ୍ଣୁଙ୍କର ଅଷ୍ଟମ ଅବତାରରେ ଶ୍ରୀକୃଷ୍ଣ ପୃଥିବୀରେ ଜନ୍ମଗ୍ରହଣ କରି କରିଥିବା କାର୍ୟ୍ୟମାନ (ଭାଗବତରେ ବର୍ଣ୍ଣିତ) —

୧. The acts done by Ṡrīkrushṇṇa the eight incarnation of Bishṇu.

[ଦ୍ର—ଗୋପଲୀଳା—ଗୋପୀମାନଙ୍କସଙ୍ଗେ ପ୍ରେମ ମଥୁରାଲୀଳା— କଂସାଦି ଅସୁର ବଧ ଦ୍ବାରକାଲୀଳା—ଦ୍ବାରକାରେ ରାଜ୍ୟଶାସନ ମହାଭାରତ ପାଣ୍ଡବଙ୍କ ସଙ୍ଗେ ବନ୍ଧୁତା, କୁରୁକ୍ଷେତ୍ର ଯୁଦ୍ଧରେ ଅର୍ଜୁନଙ୍କର ସାରଥୀ ଓ ଶେଷରେ ୟଦୁବଂଶ ଧ୍ଵଂସ ପରେ ଜାରାଶବରର ବାଣ ଦ୍ବାରା ମୃତ୍ବୁ]

୨: କୃଷ୍ଣଙ୍କର ଲୀଳାସମ୍ବନ୍ଧୀୟ ବୃତ୍ତାନ୍ତର ଅଭିନୟ ବା ନାଟକ — ୨. Playing the incidents of the life of Kṛushṇa by parties of dancers.