Jump to content

କୃଷ୍ଣାଜିନ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣାଜିନ
ଉଚ୍ଚାରଣ: Kṛushṇājina

ସଂ. ବି. (କୃଷ୍ଣ+ଅଜିନ) —

୧: (ବହୁବ୍ରୀହି) କୃଷ୍ଣସାର ମୃଗ; କଳା ବାହୁଟିଆ; ବାଲି ହରିଣ —୧. Black antelope.

୨: (କର୍ମଧା) କୃଷ୍ଣସାର ମୃଗର ଚର୍ମ ବା ଛାଲ — ୨. Hide of the black antelope.

[ଦ୍ର—ବ୍ରହ୍ମଚାରୀ ବ୍ରତବେଦୀରେ ଏଥିର ପଇତା ପକାଏ]