କୃଷ୍ଣାଞ୍ଜନ
ଦେଖଣା
କୃଷ୍ଣାଞ୍ଜନ —
ଉଚ୍ଚାରଣ: Kṛushṇān̄jana
ଦେ. ବି. (ସଂ. କୃଷ୍ଣାଜିନ) —
୧: କୃଷ୍ଣସାର ମୃଗର ଚର୍ମ — ୧. Hide of the black antelope.
୨: ବ୍ରତବେଦୀରେ ବ୍ରହ୍ମଚାରୀ ପିନ୍ଧିବା କୃଷ୍ଣସାର ଚର୍ମ ନିର୍ମିତ ୟଜ୍ଞୋପବୀତ — ୨. A long strip of the hide of back antelope put on by a Brāhmaṇa at his thread-ceremoy.