କୃଷ୍ଣାଷ୍ଟମୀ
ଦେଖଣା
କୃଷ୍ଣାଷ୍ଟମୀ —
ଉଚ୍ଚାରଣ: Kṛushṇāshṭamī
ସଂ. ବି. —
୧: (ମ. ପ. ଲୋ)—ଯେଉଁ ଅଷ୍ଟମୀ ଦିନ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ; ଶ୍ରାବଣ କୃଷ୍ଣପକ୍ଷ ଅଷ୍ଟମୀ (ଏ ଦିନ ବୈଷ୍ଣବମାନଙ୍କର ବ୍ରତ) — ୧. The ୮th of the dark fortnight of the month of Ṡrābaṇa.
୨: (କର୍ମଧା) କୃଷ୍ଣପକ୍ଷର ଅଷ୍ଟମୀ ତିଥି — ୨. The eighth day of the dark fortright.