କୃଷ୍ଣିମା
ଦେଖଣା
କୃଷ୍ଣିମା —
ଉଚ୍ଚାରଣ: Kṛushṇimā
ସଂ. ବି. (କୃଷ୍ଣ+ଭାବ. ଇମନ୍; ୧: ମା. ୧: ବ.) —
କୃଷ୍ଣବର୍ଣ୍ଣ — The black colour.
[ଦ୍ର—ତୁଳ. ରକ୍ତିମା, ମଧୁରିମା, ଲଘିମା]
କୃଷ୍ଣିମା —
ଉଚ୍ଚାରଣ: Kṛushṇimā
ସଂ. ବି. (କୃଷ୍ଣ+ଭାବ. ଇମନ୍; ୧: ମା. ୧: ବ.) —
କୃଷ୍ଣବର୍ଣ୍ଣ — The black colour.
[ଦ୍ର—ତୁଳ. ରକ୍ତିମା, ମଧୁରିମା, ଲଘିମା]