Jump to content

କୃଷ୍ଣୀକରଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୃଷ୍ଣୀକରଣ
ଉଚ୍ଚାରଣ: Kṛushṇīkaraṇa

ସଂ. ବି. (କୃଷ୍ଣ+ଅଭୂତ ତାଭାବେଚ୍ବି+କରଣ) —

କଳା ବର୍ଣ୍ଣ ହୋଇ ନ ଥିବା ବସ୍ତୁକୁ କଳା କରିବା — Blackening.