କେଁକେଁ
ଦେଖଣା
କେଁକେଁ —
ଉଚ୍ଚାରଣ: Keñkeñ
কেঁকেঁ; কেঁচকেঁচ
केँ केँ
ଦେ. (ଧ୍ଵନ୍ୟନୁକରଣ) ଅ —
ଚକ ରନ୍ଧ୍ରରେ ଅଖ ଘଷିହେବା ପରି ଦୁଇ ମସୃଣ ବସ୍ତୁ ଘଷି ହେବାର, ବେଙ୍ଗ ଶଦ୍ଦ କରିବାର, କାନ୍ଦିବାର,ବେହେଲା, କେନ୍ଦରା ଆଦି ବଜାଇବାର ବା ବଗ ଆଦି ପକ୍ଷୀ ବୋବାଇବାର ଧ୍ଵନି —Croaking or creaking or shrill sound (e.g. of frogs and friction of two smoth things); ratting sound.