Jump to content

କେଁକେଁଯାଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଁକେଁୟାଁ
ଉଚ୍ଚାରଣ: Keñkeñyāñ
(କେଁକେଁୟୀଁ—ସ୍ତ୍ରୀ) केँ किआनेबाला

ଦେ. ବିଣ. ପୁଂ —

୧: କେଁକେଁ ଶଦ୍ଦ କରୁଥିବା — ୧. Creaking.

୨: ସରୁଗଳା ବା ସୁରବିଶିଷ୍ଟ — ୨. Having a shrill voice; shrill-voiced.