Jump to content

କେଇ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଇ
ଉଚ୍ଚାରଣ: Kei
কত कितना

ଗ୍ରା. ସର୍ବନାମ (ସଂ. କିତ; କତିଚିତ୍) —

୧: କେହି; କେତେ; କେତେକ; କତିପୟ — ୧. Some.

୨: (ପ୍ରଶ୍ନାର୍ଥକ) କେତେ? —୨. How many?

ଗ୍ରା. ବି. —

କକେଇର ସଂକ୍ଷିପ୍ତ ରୂପ — Abbreviation of the word Kakei (uncle).

[ଦ୍ର—ନାମାବାଚକ ଶବ୍ଦ ପରେ ଏହା 'କକେଇ' ଶବ୍ଦର ସଂକ୍ଷିପ୍ତ ରୂପରେ ଲାଗେ—ଯଥା, ରାଧାକେଇ= ରାଧା କକେଇ; ବିକଳ୍ପରେ 'କେଇ' ସ୍ଥାନରେ 'କ୍କେଇ' ଉଚ୍ଚାରିତ ହୁଏ ଯଥା ରାଧା କେଇ]