Jump to content

କେଉଁଟି ତାରା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଉଁଟି ତାରା
ଉଚ୍ଚାରଣ: Keuñṭi tārā

ପ୍ରାଦେ. (ସମ୍ବଲପୁର) ବି —

ପହରିକିଆ ତାରା; ପଶ୍ଚିମା— କାଶରେ ରାତି ପହରକଠାରେ ବୁଡ଼ିବା ଜ୍ୟୌତିଷ୍କ (ଏହାହିଁ ଶୁକ୍ର ଅଟେ) —Evening Star.