କେଉଁଠା
ଦେଖଣା
କେଉଁଠା —
ଉଚ୍ଚାରଣ: Keuñṭhā
কোনজায়াগা
कोइस्थान
कोनजगह; कहाँ
ଦେ. ସର୍ବନାମ (ସଂ. କିମ୍+ସ୍ଥାନ) —
୧: କେଉଁ ସ୍ଥାନ? — ୧. Which place?
୨: କୌଣସି ସ୍ଥାନ —୨. Any place.
ମାୟା ବିହୁନେ କେଉଁଠା ଊଜ୍ଜ୍ବଳ ନୋହିଲା ମହାଦେବ. ମାର୍କଣ୍ଡେୟ ପୁରାଣ
(ଯଥା—ଏହି ଶବ୍ଦ ସଙ୍ଗେ ୨: ୟାରେ କୁ, ୫: ମୀରେ ରୁ;୬: ଷ୍ଠୀରେ ର ୭: ମୀରେରେ ଲାଗେ)
୩: କେଉଁ ସ୍ଥାନର —୩. Of which place.
(ଏହାର ବହୁବଚନ କେଉଁ କେଉଁଠା, କେଉଁଠା- କେଉଁଠା)