କେଉଁଠାଇଁ
ଦେଖଣା
କେଉଁଠାଇଁ —
ଉଚ୍ଚାରଣ: Keuñṭhāiñ
কোথায়
किसस्थानमे; कहाँ
ଦେ. ସର୍ବନାମ —
୧: କେଉଁ ସ୍ଥାନରେ ? — ୧. Where ?
ଚୋରାଇ ଥାନ୍ତି ଦୁଧ ଦହି, ଚୋର ବୋଇଲେ କେଉଁଠାଇଁ ପ୍ରାଚୀ—ପୂର୍ଣ୍ଣତମଚନ୍ଦ୍ରୋଦୟ
୨: କୌଣସି ସ୍ଥାନରେ —୨. In some place.
କେଉଁଠାଇଁ —
ଉଚ୍ଚାରଣ: Keuñṭhāiñ
কোথায়
किसस्थानमे; कहाँ
ଦେ. ସର୍ବନାମ —
୧: କେଉଁ ସ୍ଥାନରେ ? — ୧. Where ?
ଚୋରାଇ ଥାନ୍ତି ଦୁଧ ଦହି, ଚୋର ବୋଇଲେ କେଉଁଠାଇଁ ପ୍ରାଚୀ—ପୂର୍ଣ୍ଣତମଚନ୍ଦ୍ରୋଦୟ
୨: କୌଣସି ସ୍ଥାନରେ —୨. In some place.