Jump to content

କେଉଁପରି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଉଁପରି
ଉଚ୍ଚାରଣ: Keuñpari
কেমনকরে केसा

ଦେ. ବିଣ —

କି ପ୍ରକାରର ? କିମ୍ଭୁତ ? — Of what kind ?

ଦେ. କ୍ରି. ବିଣ —

କି ପ୍ରକାରେ ? — In what manner ? how ?