Jump to content

କେଉଁ କେଉଁ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଉଁ କେଉଁ
ଉଚ୍ଚାରଣ: Keuñ keuñ
কেউঁ কেউঁ, কোন কোন कोई कोई

ଦେ. ସର୍ବନାମ (ବହୁବଚନ) —

୧: କୌଣସି କୌଣସି (ବ୍ୟକ୍ତି ବା ବସ୍ତୁଗଣ) — ୧. Some (person or things).

୨: କି କି (ବସ୍ତୁଗଣ)? କେଉଁ କେଉଁ (ବ୍ୟକ୍ତି)? — ୨. Which and which ? who and who?