କେଉଟ
ଦେଖଣା
କେଉଟ —
ଉଚ୍ଚାରଣ: Keuṭa
(କେଉଟୁଣୀ—ସ୍ତ୍ରୀ)
কেওটে
केबट, केउँट
ଦେ. ବି. ପୁଂ. (ସଂ. କୈବର୍ତ୍ତ; ପ୍ରା. କେବଟ) —
ମାଛ ଧରିବା, ଚୂଡ଼ା କୁଟିବା ଓ ଡଙ୍ଗା ବୋହିବା ଶୂଦ୍ର ଜାତିବିଶେଷ —A class of fishermen and boatman.
କେଉଟ ମାରେ ମାଛ ଖାଏ କଙ୍କଡା—ପ୍ରବଚନ