Jump to content

କେଉଟମୁଥା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଉଟମୁଥା
ଉଚ୍ଚାରଣ: Keuṭamuthā
কেওর नागररेमाया

ଦେ. ବି. (ସଂ. କୈବର୍ତ୍ତ ମୁସ୍ତକ) —

୧: ଏକ ପ୍ରକାର (ବଡ଼) ମୁଥା — ୧. A variety of roots of an aquatic grass.

[ଦ୍ର—ଏ ଗୁଳ୍ମ ପାଣିକୂଳରେ ହୁଏ, ଏ ଗୁଳ୍ମରୁ ଯେଉଁ ଦଣ୍ଡ ବାହାରେ ସେ ଦଣ୍ଡକୁ ଚିରି ଶୁଖାଇ ତହିଁରେ ମୁନ୍ଦୁରା ବୁଣାଯାଏ]

୨: କେଶୁରର ମୂଳ — ୨. Root of kysoor; Scirpus Grossus.