Jump to content

କେଉଟି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଉଟି
ଉଚ୍ଚାରଣ: Keuṭi

ପ୍ରାଦେ. (ସମ୍ବଲପୁର) ବି —

ଏକ ପ୍ରକାର ଦୀର୍ଘ ଲତା — A kind of creeper.

[ଦ୍ର—ଏଥିରୁ ଈଷିତ୍ ନାଲି ରଙ୍ଗ ବାହାରେ ଓ ଏଥିରେ ଧଳା- ଧଳା ଛୋଟ ଫୁଲ ଫୁଟେ]