କେଉଟିଆ
ଦେଖଣା
କେଉଟିଆ —
ଉଚ୍ଚାରଣ: Keuṭiā
কেউটে
करैत
ଦେ. ବି —
୧: ଜଳରେ ଥିବା ପୋକ ବିଶେଷ; କେଉଟ— ପୋକ —୧. A kind of aquatic insects; water-bug.
୨: ବିଷଧର ସର୍ପବିଶେଷ (ଏ କ୍ଷେଣୀର ନାଗ ଓ ତମ୍ପଙ୍କ ମୁଣ୍ଡରେ ପଦ୍ମ ଚିହ୍ନ ଥାଏ) — ୨. The black cobra (very venenous with circular black marks on the hood.)
ଦେ. ବିଣ —
କେଉଟସମ୍ବନ୍ଧୀୟ Pertaining the cast of Keuṭas.