Jump to content

କେଉଟୁଣୀପୋକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେଉଟୁଣୀପୋକ
ଉଚ୍ଚାରଣ: Keuṭuṇipoka

ଦେ. ବି —

୧: ଦୀର୍ଘ ପଦବିଶିଷ୍ଟ ଝିଣ୍ଟିକା ଜାତୀୟ ଏକ ପ୍ରକାର ପୋକ —୧. Name of an insect with long legs; one variety of locusts; Nepa.

୨: କେଉଟପୋକ (ଦେଖ) ୨. Keuṭapoka (See)