Jump to content

କେକଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କେକୟ
ଉଚ୍ଚାରଣ: Kekaya

ସଂ. ବି. (ନାମ) —

୧: ଉତ୍ତରଭାରତର ପ୍ରାଚୀନ ଦେଶ ଓ ତଦ୍ଦେଶବାସୀ ଜାତି —୧. Name of an ancient country and people of N. India.

୨: ଭରତଜନନୀ କେକୟବଙ୍କ ପିତା —୨. The father of Kekayī, the mother of Bharata.