କେକର
ଦେଖଣା
କେକର —
ଉଚ୍ଚାରଣ: Kekara
ସଂ. ବିଣ. ପୁଂ. (କେ=ମସ୍ତକରେ+କୃ ଧାତୁ=କରିବା+ କର୍ତ୍ତୃ. ଅ; ଯେ ନେତ୍ରଦ୍ବୟ ମସ୍ତକଆଡ଼କୁ ଚାଳନ କରେ) —
ଟେରାଆଖିଆ — Squint-eyed.
ସଂ.ବି —
(ୟାହା ମସ୍ତକଆଡ଼କୁ ଗତିକରେ) ଟେରା ଆଖି — Squint eye.